ଚାକିରି ନାଁରେ ଠକେଇ: ଘରୋଇ କଂପାନିର ୩ କର୍ମଚାରୀ ଅଟକ

ଗୃହବନ୍ଦୀରେ ଥିବା ୫୦ ଯୁବକ ଉଦ୍ଧାର ଢେଙ୍କାନାଳ: କୃଷି ବିଭାଗରେ ଚାକିରି କରାଇଦେବାକୁ କହି ଏକ ଘରୋଇ କଂପାନି ଅନେକ ଯୁବକ ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଗ୍ଲେଜ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ବିଭିନ୍ନ ଜିଲ୍ଲର ବହୁ ଯୁବକ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ଠକି ନେଇ ଗୃହବନ୍ଦୀ ଭାବେ ରଖିଥିଲା ବୋଲି ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଗତକାଲି ରାତିରେ ସେମାନଙ୍କୁ … Continue reading ଚାକିରି ନାଁରେ ଠକେଇ: ଘରୋଇ କଂପାନିର ୩ କର୍ମଚାରୀ ଅଟକ